ଓଡିଶା

odisha

ETV Bharat / bharat

ସିଏବି ପାସ ପରେ ଅଶାନ୍ତ ଦିଲ୍ଲୀ, ଲୁହବୁହା ଗ୍ୟାସ ପ୍ରୟୋଗ କଲା ପୋଲିସ - protest at jama masjid

ସିଏବିକୁ ନେଇ ଦେଶର ରାଜଧାନୀ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ । ଜାମା ମସଜିଦ ଛକରେ ଜାମିଆ ମିଲିୟା ଇସଲାମିୟା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ସିଏବି ଆଇନକୁ ନେଇ ବିରୋଧ କରିଛନ୍ତି ।

protest
ସିଏବିକୁ ନେଇ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ

By

Published : Dec 13, 2019, 7:46 PM IST

Updated : Dec 13, 2019, 7:55 PM IST

ନୂଆଦିଲ୍ଲୀ: ଦେଶରେ ଲାଗିଛି ସିଏବି ନିଆଁ । ସିଏବିକୁ ନେଇ ସଂସଦରୁ ସଡକ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ଜାରି ରହିଛି । ଦିଲ୍ଲୀର ଜାମା ମସଜିଦ ଛକରେ ଜାମିଆ ମିଲିୟା ଇସଲାମିୟା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ବିରୋଧ ପ୍ରଦର୍ଶନ ସହ ସେମାନେ ମୋଦି ସରକାରଙ୍କ ବିରୁଦ୍ଧରେ ନାରା ଲଗାଇବା ସହ ବିଲ୍‌ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ।

ସିଏବିକୁ ନେଇ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ

ପ୍ରଦର୍ଶନ ସମୟରେ ଛାତ୍ରଛାତ୍ରୀ ପଥର ଫିଙ୍ଗିଥିବା ବେଳେ ପୋଲିସ ପ୍ରଦର୍ଶନକାରୀଙ୍କୁ ଘଉଡାଇବା ପାଇଁ ଉପରକୁ ଲୁହବୁହା ଗ୍ୟାସର ପ୍ରୟୋଗ କରିଛି ।

Last Updated : Dec 13, 2019, 7:55 PM IST

ABOUT THE AUTHOR

...view details