ଓଡିଶା

odisha

‘ଅବକୀ ବାର ଠାକରେ ସରକାର’

By

Published : Nov 26, 2019, 11:59 PM IST

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶପଥ ନେବା ପୂର୍ବରୁ ‘ଅବକୀ ବାର ଠାକରେ ସରକାର’ ବୋଲି ଟ୍ବିଟ୍‌ କଲେ ଶିବସେନା ନେତ୍ରୀ ପ୍ରିୟଙ୍କା ଚର୍ତୁବେଦୀ ।

Abki Baar, Thackeray Sarkar
‘ଅବକୀ ବାର ଠାକରେ ସରକାର’

ହାଇଦ୍ରାବାଦ: ଆସନ୍ତା 28 ତାରିଖ ଅର୍ଥାତ ଗୁରୁବାର ହିଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ମଙ୍ଗଳବାର ଶିବସେନା-ଏନସିପି ଓ କଂଗ୍ରେସର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବା ପରେ ଉଦ୍ଧବ ଠାକରେ 28ରେ ଶପଥ ନେବେ ବୋଲି ଜଣାପଡିଛି ।

‘ଅବକୀ ବାର ଠାକରେ ସରକାର’

ଏହା ପୂର୍ବରୁ ଶିବସେନା ନେତ୍ରୀ ପ୍ରିୟଙ୍କା ଚର୍ତୁବେଦୀ ଟ୍ବିଟ୍‌ କରି ଜଣାଇଛନ୍ତି,‘ଅବକୀ ବାର ଠାକରେ ସରକାର’ । ଜୟ ମହାରାଷ୍ଟ୍ର ହ୍ୟାସଟ୍ୟାଗ ଦେଇ ସେ ଏପରି ଲେଖିଛନ୍ତି । ଯାହାକୁ ନେଇ ଟ୍ବିଟ୍‌ରେ ସେ ଅନେକ ସମାଲୋଚନାର ଶିକାର ହୋଇଛନ୍ତି ।

ABOUT THE AUTHOR

...view details