ଓଡିଶା

odisha

ETV Bharat / bharat

ବାରାଣାସୀରେ ପହଞ୍ଚିଲେ ପ୍ରିୟଙ୍କା, ସୋନଭଦ୍ରା ପୀଡିତଙ୍କ ପରିବାରକୁ ଭେଟିବେ - ଉମ୍ଭା ଗ୍ରାମ

ପୂର୍ବ ଉତ୍ତର ପ୍ରଦେଶର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ବାରାଣାସୀ ଗସ୍ତ। ନିକଟରେ ରାଜ୍ୟର ସୋନଭଦ୍ରା ଜିଲ୍ଲାରେ ହୋଇଥିବା ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ପୀଡିତଙ୍କ ପରିବାରବର୍ଗଙ୍କୁ ଭେଟିବେ।

ଫାଇଲ ଫଟୋ

By

Published : Aug 13, 2019, 11:26 AM IST

ଲକ୍ଷ୍ନୌ: ବାରାଣାସୀରେ ପହଞ୍ଚିଲେ ପୂର୍ବ ଉତ୍ତର ପ୍ରଦେଶର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ପୁଣି ଥରେ ସୋନଭଦ୍ରା ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ପୀଡିତଙ୍କ ପରିବାର ଲୋକଙ୍କୁ ଭେଟିବେ ସେ ।

ନିକଟରେ ଗତ ଜୁଲାଇ 17 ତାରିଖରେ ଏକ ଜମି ବିବାଦ ମାମଲାରେ ସୋନଭଦ୍ରାରେ ଭୟଙ୍କର ଗୁଳିକାଣ୍ଡ ଘଟିଥିଲା। ଏଥିରେ 10 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 28 ଜଣ ଆହତ ହୋଇଥଲେ।

ABOUT THE AUTHOR

...view details