ଭୁବନେଶ୍ବର: ଏକ ଦେଶ, ଏକ ନିର୍ବାଚନ ପାଇଁ ମତାମତ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ମତାମତ ଲୋଡ଼ିଛନ୍ତି । ଫଳରେ ସବୁରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଦିଲ୍ଲୀ ଡକାଇଛନ୍ତି ପ୍ରଧାନମନ୍ତ୍ରୀ ।
ଏକକ ନିର୍ବାଚନ ପାଇଁ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀଗସ୍ତ - Bhubaneswar
ଏକକ ନିର୍ବାଚନ ବୈଠକ ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମତାମତ ଲୋଡିଲେ ପ୍ରଧାନମନ୍ତ୍ରୀ । ଏନେଇ ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
![ଏକକ ନିର୍ବାଚନ ପାଇଁ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀଗସ୍ତ](https://etvbharatimages.akamaized.net/etvbharat/prod-images/768-512-3589444-thumbnail-3x2-prime-minister.jpg)
ଫାଇଲ ଫଟୋ
ଏନେଇ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି(ବୁଧବାର) ଦିଲ୍ଲୀ ଗସ୍ତରେ ଯିବେ । ସୁଚନାଯୋଗ୍ୟ ଏହି ପ୍ରସ୍ତାବ ସର୍ବପ୍ରଥମେ ଓଡ଼ିଶା ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିଲେ ।
ଭୁବନେଶ୍ବରରୁ ଅଜିତ କୁମାର ଦାଶ, ଇଟିଭି ଭାରତ
Last Updated : Jun 18, 2019, 1:32 PM IST