ନୂଆଦିଲ୍ଲୀ: ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିନ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ଦିନ 11ଟାରେ ସଂସଦର ସେଣ୍ଟ୍ରାଲ ହଲ୍ ଠାରେ ସଂସଦର ମିଳିତ ଅଧିବେଶନକୁ ଅନୁଷ୍ଠିତ ହେବାକୁ ଯାଉଛି ।
ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି - loksabha
ଗୁରୁବାର ଦିନ 11 ସମୟରେ ସେଣ୍ଟ୍ରାଲ ହଲ୍ ଠାରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିନ କରିବେ ରାଷ୍ଟ୍ରପତି।
ଫାଇଲ ଫଟୋ
ରାଷ୍ଟ୍ରପତି ନିଜର ସମ୍ବୋଧନରେ ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ କାର୍ଯ୍ୟକାଳର ବିଭିନ୍ନ ନୀତି ଏବଂ ଏଜେଣ୍ଡା ପ୍ରସ୍ତୁତ କରିବେ। ତେବେ ଏହି ସମ୍ବୋଧନ ସମାରୋହରେ ଉଭୟ ରାଜ୍ୟସଭା ଏବଂ ଲୋକସଭାର ସାଂସଦ ଉପସ୍ଥିତ ରହିବେ। ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ଉଭୟ ଗୃହର କାର୍ଯ୍ୟ ଆରମ୍ଭ ହେବ।