ଓଡିଶା

odisha

ETV Bharat / bharat

ଅରବିନ୍ଦ ସାୱନ୍ତଙ୍କ ଇସ୍ତଫା ଗୃହୀତ; ପ୍ରକାଶ ଜାଭେଡକରଙ୍କୁ ଅତିରିକ୍ତ ଦାୟିତ୍ବ - ଶିଳ୍ପ ଉଦ୍ୟୋଗ ମନ୍ତ୍ରୀ ଅରବିନ୍ଦ ଗଣପତ ସାୱନ୍ତ

କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିବା ଅରବିନ୍ଦ ସାୱନ୍ତଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି କୋବିନ୍ଦ ।

ଫାଇଲ ଫଟୋ

By

Published : Nov 12, 2019, 11:09 AM IST

Updated : Nov 12, 2019, 11:36 AM IST

ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିବା ଭାରୀଯାନ ଶିଳ୍ପ ଉଦ୍ୟୋଗ ମନ୍ତ୍ରୀ ଅରବିନ୍ଦ ଗଣପତଅରବିନ୍ଦ ସାୱନ୍ତଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ରଧାନମନ୍ତ୍ରୀଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ସମ୍ବିଧାନର ଧାରା 75(ଖ) ଅନୁସାରେ ଅରବିନ୍ଦଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ


ଏହାସହ ପ୍ରଧାନମନ୍ତ୍ରୀ ଅନ୍ୟ କାହାକୁ ଦାୟିତ୍ବ ନଦେବା ପର୍ଯ୍ୟନ୍ତ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଭାରୀଯାନ ଶିଳ୍ପ ଉଦ୍ୟୋଗ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ବ ନେବାକୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗଣମାଧ୍ୟମ ସେକ୍ରେଟାରୀ ଏକ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ।

Last Updated : Nov 12, 2019, 11:36 AM IST

ABOUT THE AUTHOR

...view details