ନୂଆଦିଲ୍ଲୀ: ଏସପିଜି ଏବଂ ଦାଦ୍ରା ନଗର ହାବେଳୀ ଓ ଡାମନ-ଡିଉ ମିଶ୍ରଣ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହା ଆଇନରେ ପରିଣତ ହୋଇଛି । ପୂର୍ବରୁ ଲୋକସଭା ଓ ରାଜ୍ୟସଭାରେ ଏହି ଦୁଇ ବିଲ ପାରିତ ହୋଇଥିଲା ।
ଏସପିଜି ଏବଂ ଦାଦ୍ରା-ଡାମନ ଡିଉ ମିଶ୍ରଣ ବିଲକୁ ରାଷ୍ଟ୍ରପତିଙ୍କ ମୋହର - SPG and Dadra Nagar Haveli & Daman Diu bill 2019
ଏସପିଜି ଏବଂ ଦାଦ୍ରା ନଗର ହାବେଳୀ ଓ ଡାମନ-ଡିଉ ମିଶ୍ରଣ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହା ଆଇନରେ ପରିଣତ ହୋଇଛି ।
ଏସପିଜି ଏବଂ ଦାଦ୍ରା-ଡାମନ ଡିଉ ମିଶ୍ରଣ ବିଲକୁ ରାଷ୍ଟ୍ରପତିଙ୍କ ମୋହର
ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା । ଯାହାକୁ ସୋମବାର ରାଷ୍ଟ୍ରପତି ଅନୁମୋଦନ ଦେଇଛନ୍ତି ।
TAGGED:
ଏସପିଜିକୁ ରାଷ୍ଟ୍ରପତିଙ୍କ ମୋହର