ହାଇଦ୍ରାବାଦ: ତେଲେଙ୍ଗାନାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦୁଇ ଦିନିଆ ତେଲେଙ୍ଗାନା ଗସ୍ତରେ ଆସି ଶନିବାର ହାଇଦ୍ରାବାଦରେ ପହଞ୍ଚିଛନ୍ତି ରାଷ୍ଟ୍ରପତି କୋବିନ୍ଦ । ବେଗମପେଟ ବିମାନ ବନ୍ଦରରେ ତାଙ୍କୁ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୌନ୍ଦରାରାଜନ, ହିମାଚଳପ୍ରଦେଶ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓ ଅନ୍ୟ ନେତାକର୍ମୀ ମାନେ ସ୍ବାଗତ ଜଣାଇଥିଲେ ।
ତେଲେଙ୍ଗାନାରେ ରାଷ୍ଟ୍ରପତି କୋବିନ୍ଦ, କାହ୍ନା ଶାନ୍ତି ଭନମର କରିବେ ଉଦଘାଟନ - K Chandrasekhar Rao
ଦୁଇ ଦିନିଆ ତେଲେଙ୍ଗାନା ଗସ୍ତରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାମ ଚନ୍ଦ୍ର ମିଶନର ଗ୍ଲୋବାଲ ହେଡକ୍ବାଟର୍ସ କାହ୍ନା ଶାନ୍ତି ଭନମର ଉଦଘାଟନ କାର୍ଯ୍ୟରେ ଦେବେ ଯୋଗ । ଅଧିକ ପଢନ୍ତୁ...
![ତେଲେଙ୍ଗାନାରେ ରାଷ୍ଟ୍ରପତି କୋବିନ୍ଦ, କାହ୍ନା ଶାନ୍ତି ଭନମର କରିବେ ଉଦଘାଟନ ତେଲେଙ୍ଗାନାରେ ରାଷ୍ଟ୍ରପତି କୋବିନ୍ଦ](https://etvbharatimages.akamaized.net/etvbharat/prod-images/768-512-5926459-thumbnail-3x2-gg.jpg)
ତେଲେଙ୍ଗାନାରେ ରାଷ୍ଟ୍ରପତି କୋବିନ୍ଦ
ତେବେ ଫେବୃଆରୀ 2 ତାରିଖ ରବିବାର ଦିନ ରଙ୍ଗାରେଡ୍ଡି ଜିଲ୍ଲା ସ୍ଥିତ ରାମ ଚନ୍ଦ୍ର ମିଶନର ଗ୍ଲୋବାଲ ହେଡକ୍ବାଟର୍ସ କାହ୍ନା ଶାନ୍ତି ଭନମର ଉଦଘାଟନ କାର୍ଯ୍ୟରେ ଯୋଗଦେବେ କୋବିନ୍ଦ । ଏନେଇ ମିଶନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
Last Updated : Feb 2, 2020, 3:17 AM IST