ଓଡିଶା

odisha

ETV Bharat / bharat

ଶପଥ ନେଲେ ସିକିମର ନୂତନ ମୁଖ୍ୟମନ୍ତ୍ରୀ

ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା(ଏସକେଏମ୍‌)ର ଅଧ୍ୟକ୍ଷ ପ୍ରେମ ସିଂହ ତମାଙ୍ଗ ସିକିମର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ପୋଲଜର ଷ୍ଟାଡିୟମରେ ରାଜ୍ୟପାଳ ଗଙ୍ଗା ପ୍ରସାଦ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

By

Published : May 27, 2019, 1:48 PM IST

Updated : May 27, 2019, 2:48 PM IST

ଫାଇଲ ଫଟୋ

ଗ୍ୟାଙ୍ଗଟକ: ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା(ଏସକେଏମ୍‌)ର ଅଧ୍ୟକ୍ଷ ପ୍ରେମ ସିଂହ ତମାଙ୍ଗ ସିକିମର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ପୋଲଜର ଷ୍ଟାଡିୟମରେ ରାଜ୍ୟପାଳ ଗଙ୍ଗା ପ୍ରସାଦ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ସେ ନେପାଳୀ ଭାଷାରେ ଶପଥ ପାଠ କରୁଥିବା ବେଳେ ସେଠାରେ ଉପସ୍ଥିତ ଶହ ଶହ ସମର୍ଥକ ତାଙ୍କର ଜୟ ଜୟକାର କରିଥିଲେ । ତେବେ ସେ ନିର୍ବାଚନ ଲଢି ନଥିବାରୁ ବର୍ତ୍ତମାନ ତାଙ୍କୁ ବିଧାନସଭାର ସଦସ୍ୟ ଭାବେ ଗଣା ଯିବନାହିଁ ।

Last Updated : May 27, 2019, 2:48 PM IST

ABOUT THE AUTHOR

...view details