ନୂଆଦିଲ୍ଲୀ: ପୁଣି ଦୁର୍ବଳ ସ୍ଥିତିରେ ଦିଲ୍ଲୀର ବାୟୁ। ଦିନକୁ ଦିନ ଶୀତ ସହ ବଢୁଛି ପ୍ରଦୂଷଣର ମାତ୍ରା। ପ୍ରବଳ ଜାଡ ସହ ପ୍ରଦୂଷଣ ଦିଲ୍ଲୀବାସୀଙ୍କୁ କଲାଣି ଅଣନିଶ୍ବାସୀ । ବର୍ତ୍ତମାନ ଦିଲ୍ଲୀର ପ୍ରଦୂଷଣ ସ୍ତର ଦୁର୍ବଳସ୍ଥିତିରେ ରହିଛି।
ପୁଣି ଦୁର୍ବଳ ଦିଲ୍ଲୀ ବାୟୁ, କଲବଲ ଦିଲ୍ଲୀବାସୀ - delhi pollution
ଥମୁନି ଦିଲ୍ଲୀ ବାୟୁ ପ୍ରଦୂଷଣ । ପ୍ରଦୂଷଣରେ ଆହୁରି ଦୁର୍ବଳ ହେଉଛି ସ୍ଥିତି । ଆଗକୁ ପଢନ୍ତୁ...

ପୁଣି ଦୁର୍ବଳ ଦିଲ୍ଲୀ ବାୟୁ
ଲୋଧି ରୋଡ ଅଞ୍ଚଳରେ ଆଜି ଏୟାର କ୍ବାଲିଟି ଇଣ୍ଡେକ୍ସ ଅନୁସାରେ ପିଏମ 2.5ରେ ପ୍ରଦୂଷଣର ମାତ୍ରା 201 ରହିଛି। ଲଗାତର ଏଭଳି ପ୍ରଦୂଷଣ ଯୋଗୁଁ ଅନେକ ଅସୁବିଧାର ସାମନା କରୁଛନ୍ତି ଦିଲ୍ଲୀବାସୀ । ଘରୁ ବାହାରକୁ ବାହାରିବା ପୂର୍ବରୁ ଭାବିବାକୁ ପଡୁଛି ।