ଚଣ୍ଡିଗଡ : କର୍ଫ୍ୟୁ ଡ୍ୟୁଟିରେ ଥିବା ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ପଞ୍ଜାବର ପଟିଆଲାରେ । ତେବେ ପୋଲିସ ଅଧିକାରୀ ଜଣକ ହୃଦଘାତରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।
କର୍ଫ୍ୟୁ ଡ୍ୟୁଟି ବେଳେ ଗଲା ପୋଲିସ ଅଧିକାରୀଙ୍କ ଜୀବନ - ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା
କର୍ଫ୍ୟୁ ଡ୍ୟୁଟିରେ ଥିବା ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ । ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ....
![କର୍ଫ୍ୟୁ ଡ୍ୟୁଟି ବେଳେ ଗଲା ପୋଲିସ ଅଧିକାରୀଙ୍କ ଜୀବନ Policeman on curfew duty dies of heart attack in Punjab](https://etvbharatimages.akamaized.net/etvbharat/prod-images/768-512-6569143-thumbnail-3x2-death-jp.jpg)
କର୍ଫ୍ୟୁ ଡ୍ୟୁଟିରେ ଥିବା ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ
ସୂଚନା ଅନୁସାରେ, ୪୮ବର୍ଷିୟ ପୋଲିସ ଅଧିକାରୀ ମିଆନ ସିଂ ଖରି ଫାଟନ ଗାଁରେ ପାଟ୍ରୋଲିଂ ଡ୍ୟୁଟିରେ ଥିବା ସମୟରେ ସେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
@IANS