ଓଡିଶା

odisha

ETV Bharat / bharat

ଋଷିକେଶ-ଦିଲ୍ଲୀ ପାସେଞ୍ଜର ଟ୍ରେନ ଅଗ୍ନିକାଣ୍ଡ ଘଟଣାରେ ଜଣେ ଗିରଫ - ଋଷିକେଶ- ଦିଲ୍ଲୀ ପାସେଞ୍ଜର ଟ୍ରେନ ଅଗ୍ନିକାଣ୍ଡ ଘଟଣା

ଋଷିକେଶ-ଦିଲ୍ଲୀ ପାସେଞ୍ଜର ଟ୍ରେନରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ଜଣେ ଲୋକକୁ ଗିରଫ କରାଯାଇଛି।

uttarakhand
ଫଟୋ ସୌଜନ୍ୟ: ଏଏନଆଇ

By

Published : Nov 29, 2019, 9:32 AM IST

ହରିଦ୍ବାର: ଗୁରୁବାର ଋଷିକେଶ-ଦିଲ୍ଲୀ ପାସେଞ୍ଜର ଟ୍ରେନରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ଜଣେ ଲୋକକୁ ଗିରଫ କରାଯାଇଛି । ଟ୍ରେନ ବଗିରେ ନିଆଁ ଲଗାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଏ ଘଟଣାରେ ଜଡିତ ଅଭିଯୁକ୍ତର ପରିଚୟ ମିଳିନଥିବା ବେଳେ, ଟ୍ରେନରେ ନିଆଁ ଲଗାଇଥିବା ନେଇ ସ୍ବୀକାର କରିଛି ସେ।

ଫଟୋ ସୌଜନ୍ୟ: ଏଏନଆଇ

For All Latest Updates

ABOUT THE AUTHOR

...view details