ପାଟନା: ବିହାର ମୁଜାଫରପୁର ଜିଲ୍ଲାରୁ ଦୁଇ ନକ୍ସଲ ଗିରଫ । ପୋଲିସ ଓ ସଶସ୍ତ୍ର ସୀମା ବଳ(ଏସଏସବି) ପକ୍ଷରୁ ଚାଲିଥିବା ମିଳିତ ଅପରେସନରେ ସେମାନେ ଧରାପଡିଛନ୍ତି । ଗିରଫ ନକ୍ସଲଙ୍କ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।
ପୋଲିସ ଓ ଏସଏସବିର ମିଳିତ ଅପରେସନ: ବିହାରରୁ ଦୁଇ ନକ୍ସଲ ଗିରଫ - Police and SSB arrested two Naxals in Muzaffarpur
ବିହାରର ମୁଜାଫରପୁର ଜିଲ୍ଲାରୁ ଦୁଇ ନକ୍ସଲ ଗିରଫ। ପୋଲିସ ଓ ସଶସ୍ତ୍ର ସୀମା ବଳ(ଏସଏସବି) ପକ୍ଷରୁ ଚାଲିଥିବା ମିଳିତ ଅପରସେନରେ ସେମାନେ ଧରା ପଡିଛନ୍ତି।
ଫଟୋ ସୌଜନ୍ୟ: ଟ୍ବିଟର@ANI
ମୁଜାଫରପୁରରେ ନକ୍ସଲ ଥିବା ନେଇ କୌଣସି ସୁତ୍ରରୁ ଖବର ମିଳିବା ପରେ ପୋଲିସ ଓ ଏସଏସବିର ମିଳିତ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ବୁଧବାର 2 ଜଣ ନକ୍ସଲଙ୍କୁ ଗିରଫ କରାଯାଇଥିଲା ।