ଲକ୍ଷ୍ନୌ: ସରକାରୀ ଚାକିରୀରୁ ଅବସର ନେବା ପରେ ଦୀର୍ଘ 10 ବର୍ଷ ଧରି ସମସାମୟିକ ବିଷୟ କୁ ନେଇ କବିତା ଲେଖନ୍ତି ଶିବରାମ । ତାଙ୍କ କହିବାନୁଯାୟୀ 5 ମାସ ତଳେ ପ୍ରଧାନମନ୍ତ୍ରୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ କବିତା ଲେଖି ଉଭୟଙ୍କୁ ପ୍ରେରଣ କରିଥିଲେ ।
‘‘ଲୋଭିଓଁ ନେ ଲୁଟ ଲିୟା ଦେଶ ୱ ପ୍ରଦେଶ ସବ, ଯୋଗୀୟୋଂ କେ ହାଥ ଡୋର ଶାସନ କୀ ଆଇ ହୈ । ଇଶ୍ବରୀୟ ଚମତ୍କାର ହୋ ରହା ଅବ ଯୋଗୀ ଔର ମୋଦୀ ପର ଦେଶଭକ୍ତି ଛାଇ ହୈ । ଏକ କା ସମର୍ପଣ ହୈ ଦୁସରେ ନେ ତ୍ୟାଗ କିୟା, ଦେଶ ୱ ପ୍ରଦେଶ ସହିତ ଘର ୱା ସଗାଇ ହୈ । ଇଶ୍ବରୀୟ ଚମତ୍କାର ହୋ ରହା ଅବ ଯୋରୀ ଔର ମୋଦୀ ପର ଦେଶଭକ୍ତି ଛାଇ ହୈ ।’’