ନୂଆଦିଲ୍ଲୀ: ବଜେଟ ଅଧିବେଶନ ଏହି ଦଶନ୍ଧି ପାଇଁ ଏକ ମଜଭୁତ ମୂଳଦୁଆ ପକାଇବ। ଏଥିରେ ବିଶେଷ କରି ଅର୍ଥନୈତିକ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ବଜେଟ ଅଧିବେଶନ ପୂର୍ବରୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଅର୍ଥନୈତିକ ପ୍ରସଙ୍ଗରେ ଉଭୟ ଗୃହରେ ସକରାତ୍ମକ ଆଲୋଚନା ହେବା ନେଇ ଆଶାବାଦୀ ଅଛନ୍ତି ପ୍ରଧାନମନ୍ତ୍ରୀ ।
‘ବଜେଟ ଅଧିବେଶନ ଦଶନ୍ଧି ପାଇଁ ମଜଭୁତ ମୂଳଦୁଆ ପକାଇବ’ - pm reaction before budget session
ବଜେଟ ଅଧିବେଶନ ଚଳିତ ଦଶନ୍ଧି ପାଇଁ ଏକ ନୂଆ ମଜଭୁତ ମୂଳଦୁଆ ପକାଇବ। ଏଥିରେ ବିଶେଷ କରି ଅର୍ଥନୈତିକ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ବଜେଟ ଅଧିବେଶନ ପୂର୍ବରୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
‘ବଜେଟ ଅଧିବେଶନ ଦଶନ୍ଧି ପାଇଁ ମଜବୁତ ମୂଳଦୁଆ ପକାଇବ’
ଆଜିଠୁ ବଜେଟ ଅଧିବେଶନ ଆରମ୍ଭ ହେବ । ପ୍ରଥମେ ରାଷ୍ଟ୍ରପତି ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ କରିବେ। ଆସନ୍ତାକାଲି ବଜେଟ ଆଗତ କରାଯିବ ।
(@ANI)