ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବିତ୍ର ବଡଦିନ ଅବସରରେ ଦେଶବାସୀଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଭଗବାନ ଯୀଶୁଖ୍ରୀଷ୍ଟଙ୍କୁ ସ୍ମରଣ କରିବା ସହ ନିଜ ଟ୍ବିଟରରେ ମେରୀ ଖ୍ରୀଷ୍ଟମାସ କହିଛନ୍ତି ।
ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ - ଖ୍ରୀଷ୍ଟମାସର ଶୁଭେଚ୍ଛା
ଭଗବାନ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଖ୍ରୀଷ୍ଟମାସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...
ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ଆମେ ଅପାର ଖୁସି ସହ ଭଗବାନ ଯୀଶୁଖ୍ରୀଷ୍ଟଙ୍କ ଭବ୍ୟ ବିଚାରକୁ ସ୍ମରଣ କରୁଛୁ । ଯୀଶୁ ସେବା ଓ କରୁଣାର ଭାବନାକୁ ଚିତ୍ରିତ କରିବା ସହ ମନୁଷ୍ୟର ଦୁଃଖକୁ କମ କରିବା ପାଇଁ ନିଜ ଜୀବନକୁ ସମର୍ପିତ କରିଥିବା ମୋଦି ଲେଖିଛନ୍ତି ।