ନୂଆଦିଲ୍ଲୀ: ଆସାମରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ବିଜେପି ତାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ବିଜେପିର ଗୃହମନ୍ତ୍ରୀ ଅମିତ ଶାହା ଘନଘନ ଆସାମ ଗସ୍ତ କରି ଦଳୀୟ ସଙ୍ଗଠନକୁ ସୁଦୃଢ କରିବାରେ ଲାଗିଛନ୍ତି । ଫେବୃୟାରୀରେ ପୁଣି ଥରେ ଆସାମ ଗସ୍ତରେ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଆସାମ ଗସ୍ତରେ ଆସି ସୋନିପତ ଜିଲ୍ଲାରେ ଏକ ଜନସମାବେଶକୁ କରିବେ ସମ୍ବୋଧିତ କରିବେ।
ପୁଣି ଆସାମ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ - ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ
ଫେବୃୟାରୀରେ ପୁଣି ଥରେ ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି । ଆଗାମୀ ବିଧାନସଭା ନିର୍ବାଚନ ଥିବାରୁ ଜନସଭା ସମ୍ବୋଧିତ କରିବେ । ଅଧିକ ପଢନ୍ତୁ...
ଆସନ୍ତା 7 ରେ ପୁଣି ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ
ଆସାମରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟରେ ଶାସକ ତଥା ବିରୋଧୀ ଦଳର ହାଇ ପ୍ରୋଫାଇଲ୍ ନେତାଙ୍କ ଗସ୍ତ ଦେଖିବାକୁ ମିଳିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଆସାମର ସିଭସାଗର ଜିଲ୍ଲାରେ ଏକ ରାଲିରେ ସମ୍ବୋଧିତ କରିଥିବାବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କୋକରାଜ ଏବଂ ନାଲବାରୀ ଜିଲ୍ଲାରେ ଦୁଇଟି ରାଲିରେ ସମ୍ବୋଧିତ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ