ଓଡିଶା

odisha

By

Published : Apr 5, 2020, 12:28 PM IST

ETV Bharat / bharat

ପ୍ରଥମ ଥର ଭିଡିଓ କନଫରେନ୍ସିଂରେ ହେବ ମନ୍ତ୍ରୀପରିଷଦ ବୈଠକ

କୋରୋନା ଭାଇରସର ବ୍ୟାପକତା ଦେଶରେ କାୟା ମେଲାଇବା ଆରମ୍ଭ କରିସାରିଲାଣି । ଏଥିପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ମନ୍ତ୍ରୀପରିଷଦ ବୈଠକ ଅନୁଷ୍ଠିତ ହେବ ।

PM Modi
ଭିଡିଓ କନଫରେନ୍ସିଂରେ ବସିବ ମନ୍ତ୍ରୀ ପରିଷଦ ବୈଠକ

ନୂଆଦିଲ୍ଲୀ: କୋରୋନା ଭାଇରସର ବ୍ୟାପକତା ଦେଶରେ କାୟା ମେଲେଇବା ଆରମ୍ଭ କରିସାରିଲାଣି । ଏଥିପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ମନ୍ତ୍ରୀପରିଷଦ ବୈଠକ ଅନୁଷ୍ଠିତ ହେବ ।

ମନ୍ତ୍ରୀ ପରିଷଦ ବୈଠକ ପରେ ମଙ୍ଗଳବାର ଦିନ କ୍ୟାବିନେଟ ବୈଠକ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ କରାଯିବ । ପ୍ରଧାନମନ୍ତ୍ରୀଙ୍କ 21 ଦିନିଆ ଲକ୍ ଡାଉନ୍ ପରେ ପ୍ରଥମ ଥର ମନ୍ତ୍ରୀ ପରିଷଦ ବୈଠକ କରାଯାଉଛି । ବୈଠକରେ କୋଭିଡ-19ର ମୁକାବିଲା ନେଇ ଆଲୋଚନା କରାଯିବ । @PTI

ABOUT THE AUTHOR

...view details