ନୂଆଦିଲ୍ଲୀ: କୋରୋନା ମୁକାବିଲା ଉପରେ ଆଜି ସକାଳ 10ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଦ୍ବିତୀୟ ପର୍ଯ୍ୟାୟ ଲକ ଡାଉନ ଘୋଷଣା କରିପାରନ୍ତି । ମାର୍ଚ୍ଚ 25ରୁ ଦେଶରେ 21 ଦିନିଆ ଲକ ଡାଉନ କାର୍ଯ୍ୟକାରୀ ହୋଇଛି ।
ଆଜି ଦ୍ବିତୀୟ ପର୍ଯ୍ୟାୟ ଲକ ଡାଉନ ଘୋଷଣା କରିପାରନ୍ତି ମୋଦି - fight against corona
କୋରୋନା ମୁକାବିଲା ଉପରେ ଆଜି ସକାଳ 10ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । କୋରୋନା ମୁକାବିଲା ପାଇଁ ଲକ ଡାଉନ ଅବଧିକୁ ବୃଦ୍ଧି କରିପାରନ୍ତି । ଅଧିକ ପଢନ୍ତୁ...
ଆଜି ଦ୍ବିତୀୟ ପର୍ଯ୍ୟାୟ ଲକ ଡାଉନ ଘୋଷଣା କରିପାରନ୍ତି ମୋଦି
ଲକ ଡାଉନ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରିବର୍ତ୍ତେ ବଢିଚାଲିଛି ସଂକ୍ରମଣ ସଂଖ୍ୟା । ତେଣୁ ଆହୁରି 2 ସପ୍ତାହ ପାଇଁ ଲକ ଡାଉନ ଅବଧିକୁ ବୃଦ୍ଧି କରିପାରନ୍ତି ପିଏମ । 21 ଦିନିଆ ଲକ ଡାଉନ ଶେଷ ହେବା ପୂର୍ବରୁ ଓଡିଶା, ପଞ୍ଜାବ, ପଶ୍ଚିମବଙ୍ଗ, ତାମିଲନାଡୁ ଭଳି କେତେକ ରାଜ୍ୟ ଆଗୁଆ ପଦକ୍ଷେପ ଭାବେ ଲକ ଡାଉନକୁ 30 ଏପ୍ରିଲ ଯାଏଁ ବୃଦ୍ଧି କରିଛନ୍ତି ।