ବାଢିଲେ, ଖୁଆଇଲେ ଆଉ ପିଠି ଥାପୁଡାଇଲେ... - Modi in Vrindaban
ନିଜ ହାତରେ 300 ଗରିବ ପିଲାଙ୍କୁ ମୋଦି ଖାନା ପରଷିଥିଲେ । ମୋଦିଙ୍କୁ ଯୋଗ ଦେଇଥିଲେ ୟୁପି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ।

ଡିଜାଇନ ଫଟୋ
ବୃନ୍ଦାବନ: ସୋମବାର ଉତ୍ତର ପ୍ରଦେଶର ବୃନ୍ଦାବନ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ସେଠାରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସମୟରେ ଗରିବ ସ୍କୁଲ ପିଲାଙ୍କୁ ମୋଦି ନିଜ ହାତରେ ଖାଦ୍ୟ ପରଷିଥିଲେ ।