ଓଡିଶା

odisha

ETV Bharat / bharat

ଆଫଗାନିସ୍ତାନକୁ ସ୍ବାଧୀନତା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ମୋଦି - ଆଫଗାନିସ୍ତାନ ସ୍ବାଧୀନତା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ଭାରତକୁ ଆତଙ୍କବାଦ ମୁକ୍ତ କରିବାରେ ଆଫଗାନିସ୍ତାନର ଉଦ୍ୟମକୁ ମୋଦି ସମର୍ଥନ ଜଣାଇଛନ୍ତି । ଏଥିସହ ସହ ମୋଦି ସମସ୍ତ ସହଯୋଗ କରିବାର ମଧ୍ୟ ଆଶ୍ବାସନା ଦେଇଥିଲେ । ଅଧିକ ପଢନ୍ତୁ...

ଆଫଗାନିସ୍ତାନ ସ୍ବାଧୀନତା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ଆଫଗାନିସ୍ତାନ ସ୍ବାଧୀନତା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

By

Published : Aug 19, 2020, 12:03 PM IST

ନୂଆଦିଲ୍ଲୀ: ଆଜି ସ୍ବାଧୀନତା ଦିବସ ପାଳୁଛି ଆଫିଗାନିସ୍ତାନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନେନ୍ଦ୍ର ମୋଦି ରାଷ୍ଟ୍ରପତି ଅଶରଫ ଗନି ତଥା ସେଠାକାର ଜନତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତକୁ ଆତଙ୍କବାଦ ମୁକ୍ତ କରିବାରେ ଆଫଗାନିସ୍ତାନର ଉଦ୍ୟମକୁ ମୋଦି ସମର୍ଥନ ଜଣାଇଛନ୍ତି । ଏଥିସହ ସହ ମୋଦି ସମସ୍ତ ସହଯୋଗ କରିବାର ମଧ୍ୟ ଆଶ୍ବସନା ଦେଇଛନ୍ତି । ମୋଦି ଟ୍ବିଟ କରି ଶୁଭେଚ୍ଛା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ଭାରତ ଉତ୍ତମ ଭବିଷ୍ୟତ ଗଢିବା ଲାଗି ନିଜର ସ୍ବପ୍ନକୁ ବିସ୍ତାର କରିବା ଲାଗୁ ଆଫଗାନିସ୍ତାନର ଆକାଂକ୍ଷା ଓ ଆତଙ୍କବାଦରୁ ମୁକ୍ତ ସମାଜ ଗଢିବାରେ ତାର ଉଦ୍ୟମ ସମର୍ଥନ କରୁଛି ।

ସୂଚନାଯୋଗ୍ୟ, 1919 ମସିହା ଅଗଷ୍ଟ 19 ତାରିଖରେ ଆଫଗାନିସ୍ତାନ ସ୍ବାଧୀନତା ପାଇଥିଲା ।

@ANI

ABOUT THE AUTHOR

...view details