ଓଡିଶା

odisha

ETV Bharat / bharat

ଶୀଲାଙ୍କ ବିୟଗରେ ଶୋକ ବ୍ୟକ୍ତ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ଶୋକ ବ୍ୟକ୍ତ କରିଛନ୍ତି ।

By

Published : Jul 20, 2019, 6:29 PM IST

ଫଟୋ ସୌଜନ୍ୟ: ଟୁଇଟର @narendramodi

ନୂଆଦିଲ୍ଲୀ: ଶୀଲାଙ୍କ ବିୟୋଗରେ ରାଜନୈତିକ ଜଗତରେ ଶୋକର ଛାୟା । ଶୀଲାଙ୍କ ପରଲୋକ ନେଇ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି । ଦିଲ୍ଲୀ ବିକାଶରେ ଶୀଲାଙ୍କ ଯୋଗ ଦାନ ଅତୁଳୀନୀୟ ବୋଲି ଟ୍ବିଟ କରି କହିଲେ ମୋଦି ।

ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଶୀଲାଙ୍କ ଦେହାନ୍ତରେ ଶୋକ ପ୍ରକାଶ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ ମଧ୍ୟ ଶୀଲାଙ୍କ ବିୟୋଗରେ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହିତ ଦିବଙ୍ଗତ ଆତ୍ମାର ଶାନ୍ତି କାମନା କରିଛନ୍ତି।

ABOUT THE AUTHOR

...view details