ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ 78 ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି।
ପଞ୍ଜାବ ସିଏମ ଅମରିନ୍ଦର ସିଂଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପିଏମ - CM Amarinder Singh birthday
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ 78 ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ଅଧିକ ପଢନ୍ତୁ...
![ପଞ୍ଜାବ ସିଏମ ଅମରିନ୍ଦର ସିଂଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପିଏମ ଡିଜାଇନ ଫଟୋ](https://etvbharatimages.akamaized.net/etvbharat/prod-images/768-512-6365023-thumbnail-3x2-oplop.jpg)
ଡିଜାଇନ ଫଟୋ
ପିଏମ ମୋଦି ଟ୍ବିଟରରେ ଲେଖିଛନ୍ତି, ‘ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ଜୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା । ସର୍ବଶକ୍ତିମାନ ଈଶ୍ବର ତାଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନ ଦେଇ ଆଶୀର୍ବାଦ କରନ୍ତୁ’ ।
ସୂଚନା ଯେ, ପଞ୍ଜାମ ସିଏମ କ୍ୟାପଟେନ ଅମରିନ୍ଦର ସିଂ 1942 ମସିହାରେ ପଟିଆଲାରେ ଜନ୍ମଗ୍ରହଣ କରିଥିଲେ |