ନୂଆଦିଲ୍ଲୀ: କୋରୋନା ବ୍ୟାପକତାକୁ ଦୃଷ୍ଚିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଏକ ନୂଆ ଫଣ୍ଡରେ ଘୋଷଣା କରିଛନ୍ତି । ଏହି ଫଣ୍ଡଟି ସାଧାରଣ ଜନତାଙ୍କ ପାଇଁ ଗଠନ କରାଯାଇଛି । ଏହି ଫଣ୍ଡ ଜରିଆରେ ସାଧାରଣ ଲୋକେ କୋରୋନା ସହାୟତା ପାଇଁ ସ୍ବେଚ୍ଛାକୃତ ଭାବେ ଦାନ କରି ପାରିବେ ।
କୋରୋନା ସହାୟତା: ଜରୁରୀକାଳୀନ ରିଲିଫ୍ ଫଣ୍ଡ ଘୋଷଣା କଲେ ମୋଦି - citizen assistance and relief
କୋରୋନା ବ୍ୟାପକତାକୁ ଦୃଷ୍ଚିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଏକ ନୂଆ ଫଣ୍ଡରେ ଘୋଷଣା କରିଛନ୍ତି । ଏହି ଫଣ୍ଡଟି ସାଧାରଣ ଜନତାଙ୍କ ପାଇଁ ଗଠନ କରାଯାଇଛି ।
ଜରୁରୀକାଳିନ ରିଲିଫ୍ ଫଣ୍ଡର ଘୋଷଣା
ପ୍ରଧାନମନ୍ତ୍ରୀ ସିଟିଜେନ୍ ଆସିସଷ୍ଟାଣ୍ଟ ଆଣ୍ଡ ରିଲିଫ୍ ଜରୁରୀକାଳୀନ ଫଣ୍ଡ ଜରିଆରେ ଲୋକେ ସହାୟତା ପ୍ରଦାନ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ କରି ଜଣାଇଛନ୍ତି ।
@PTI