ନୂଆଦିଲ୍ଲୀ: ଘରୋଇ ସଂସ୍ଥାକୁ ନେଇ ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଛି । ଯାଚିକାରେ କୁହାଯାଇଛି ଯେ, କୋରୋନା ଭାଇରସ ମହାମାରୀ ସମୟରେ ସରକାର ସୁନିଶ୍ଚିତ ହେବା ଦରକାର ଯେ, କୌଣସି ବେସରକାରୀ ସଂସ୍ଥା ଯେପରି ବିନା କାରଣରେ ଯେପରି କୌଣସି କର୍ମଚାରୀଙ୍କ ଛଟେଇ ନକରୁ ।
ଘରୋଇ ସଂସ୍ଥା କର୍ମଚାରୀଙ୍କ ଛଟେଇ ନକରିବାକୁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ - ସୁପ୍ରିମକୋର୍ଟରେ ଯାଚିକା ଦାଖଲ
ଘରୋଇ ସଂସ୍ଥାକୁ ନେଇ ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଛି । ଯାଚିକାରେ କୁହାଯାଇଛି ଯେ, କୋରୋନା ଭାଇରସ ମହାମାରୀ ସମୟରେ ସରକାର ସୁନିଶ୍ଚିତ ହେବା ଦରକାର ଯେ, କୌଣସି ବେସରକାରୀ ସଂସ୍ଥା ଯେପରି ବିନା କାରଣରେ ଯେପରି କୌଣସି କର୍ମଚାରୀଙ୍କ ଛଟେଇ ନକରୁ ।
![ଘରୋଇ ସଂସ୍ଥା କର୍ମଚାରୀଙ୍କ ଛଟେଇ ନକରିବାକୁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ supreamcourt](https://etvbharatimages.akamaized.net/etvbharat/prod-images/768-512-6931077-344-6931077-1587788109415.jpg)
ଘରୋଇ ସଂସ୍ଥା କର୍ମଚାରୀଙ୍କ ଛଟେଇ ନକରିବାକୁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ
ଏଥିସହ ବେସରକାରୀ ସଂସ୍ଥା ଅତିକମରେ ଏକ ସହାୟକ ଦରମା କର୍ମଚାରୀଙ୍କୁ ପ୍ରଦାନ କରୁଥିବା ମଧ୍ୟ ସରକାର ସୁନିଶ୍ଚିତ ହେବା ଦରକାର । ଏଥିସହ କୋରୋନା ମହାମାରୀ ମଧ୍ୟରେ ସ୍କୁଲ ଫି ଦାବି ନକରିବାକୁ ସରକାର ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଯାଚିକାରେ କୁହାଯାଇଛି ।