ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ବନ୍ଦେ ଭାରତ ମିଶନର ପରବର୍ତ୍ତୀ ପର୍ଯ୍ୟାୟ 29 ଅକ୍ଟୋବରରୁ ଆରମ୍ଭ ହେବ।
ଅକ୍ଟୋବର 29ରୁ ‘ବନ୍ଦେ ଭାରତ’ର ସପ୍ତମ ପର୍ଯ୍ୟାୟ ଆରମ୍ଭ - Vande Bharat Mission
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ବନ୍ଦେ ଭାରତ ମିଶନର ପରବର୍ତ୍ତୀ ପର୍ଯ୍ୟାୟ 29 ଅକ୍ଟୋବରରୁ ଆରମ୍ଭ ହେବ। ଅଧିକ ପଢନ୍ତୁ...
![ଅକ୍ଟୋବର 29ରୁ ‘ବନ୍ଦେ ଭାରତ’ର ସପ୍ତମ ପର୍ଯ୍ୟାୟ ଆରମ୍ଭ ‘ବନ୍ଦେ ଭାରତ’ର ସପ୍ତମ ପର୍ଯ୍ୟାୟ](https://etvbharatimages.akamaized.net/etvbharat/prod-images/768-512-9314441-thumbnail-3x2-puri.jpg)
‘ବନ୍ଦେ ଭାରତ’ର ସପ୍ତମ ପର୍ଯ୍ୟାୟ
ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ପୁରୀ । ଏହି ପର୍ଯ୍ୟାୟରେ ଅଧିକ ବିମାନ ଯୋଡି ହେବ ଓ ଗନ୍ତବ୍ୟସ୍ଥଳ ମଧ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ 2.7 ମିଲିୟନରୁ ଅଧିକ ଲୋକଙ୍କ ପାଇଁ ଅନ୍ତର୍ଜାତୀୟ ଯାତ୍ରା ସୁବିଧା କରାଯାଇଛି । ମନ୍ତ୍ରୀ କହିଛନ୍ତି ଯେ ରବିବାର ବିଦେଶରୁ ଭାରତକୁ 4 ହଜାର 3 ଶହ 22 ଲୋକ ଆସିଛନ୍ତି ।