ଓଡିଶା

odisha

ପିଏମ କେୟାର୍ସ ପାଣ୍ଠିକୁ ପେଟ୍ରୋନେଟ କମ୍ପାନୀର 100 କୋଟି ଦାନ

By

Published : Mar 30, 2020, 8:54 PM IST

କୋରୋନା ବିରୋଧରେ ସଂଗ୍ରାମ ଜାରି ରଖିବାକୁ ଗଠିତ ହୋଇଥିବା ପିଏମ କେୟାର୍ସ ପାଣ୍ଠିକୁ 100 କୋଟିର ଅର୍ଥ ପ୍ରଦାନ କରିଛି ପେଟ୍ରୋନେଟ ଏଲଏନଜି ଲିମିଟେଡ଼ । ଅଧିକ ପଢନ୍ତୁ...

PMCARES FUND
PMCARES FUND

ନୂଆଦିଲ୍ଲୀ: କୋରୋନା ମୁକାବିଲା ଗଠନ ହୋଇଥିବା ପିଏମ କେୟାର୍ସ ପାଣ୍ଠିକୁ 100 କୋଟି ଅର୍ଥ ପ୍ରଦାନ କରିଛି ପେଟ୍ରୋନେଟ ଏଲଏନଜି କମ୍ପାନୀ । ଦେଶକୁ ଏପରି ଘଢି ସନ୍ଧି ମୂହୂର୍ତ୍ତରେ ସହଯୋଗର ହାତ ବଢାଇଥିବା ପେଟ୍ରୋନେଟ ଏଲଏନଜି ପ୍ରାଇଭେଟ ଲିମିଟେଡ଼କୁ ପ୍ରଶଂସା କରଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମନ୍ତ୍ରୀ କହିଛନ୍ତି, ଦେଶ କୋରୋନା ବିରୋଧରେ ଲଢେଇ ଜାରି ରଖିଥିବାବେଳେ ଦେଶକୁ ଶକ୍ତି ଯୋଗାଇଛି ପେଟ୍ରୋନେଟ ଏଲଏନଜି ପ୍ରାଇଭେଟ ଲିମିଟେଡ଼ । ତେଣୁ ଏହା ପ୍ରଶଂସନୀୟ କାର୍ଯ୍ୟ ବୋଲି ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।

ABOUT THE AUTHOR

...view details