ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସମଗ୍ର ଭାରତରେ 5000 ସଙ୍କୋଚିତ ବାୟୋ-ଗ୍ୟାସ୍ (ସିବିଜି) ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପ୍ରସ୍ତୁତ ହେଉଛି। ମନ୍ତ୍ରଣାଳୟର ଶୀର୍ଷ ସୂତ୍ରରୁ ପ୍ରକାଶ ଯେ ଏହି ପ୍ରକଳ୍ପ କେବଳ ରାଜସ୍ବରେ ବୃଦ୍ଧି କରିବ ନାହିଁ ବରଂ ହଜାର ହଜାର ଯୁବକଙ୍କୁ ରୋଜଗାର ମଧ୍ୟ ଯୋଗାଇବ ବୋଲି କୁହାଯାଇଛି ।
ଦେଶରେ ପ୍ରତିଷ୍ଠା ହେବ 5000 ବାୟୋ ଗ୍ୟାସ ପ୍ଲାଣ୍ଟ - Atma Nirbhar Bharat
ସମଗ୍ର ଭାରତରେ 5000 ସଙ୍କୋଚିତ ବାୟୋ-ଗ୍ୟାସ୍ (ସିବିଜି) ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପ୍ରସ୍ତୁତ ହେଉଛି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ଦେଶରେ ପ୍ରତିଷ୍ଠା ହେବ 5000 ବାୟୋ ଗ୍ୟାସ ପ୍ଲାଣ୍ଟ
ସବୁଜ ଶକ୍ତିକୁ ପ୍ରୋତ୍ସାହନ ଦେବା ପାଇଁ ଆତ୍ମନିର୍ଭର ଭାରତ ଅନ୍ତର୍ଗତ ଏହି ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବ । ସୁଲଭ ପରିବହନ ପାଇଁ ସ୍ଥାୟୀ ବିକଳ୍ପ (SATAT) ସହିତ ମିଶି 2023 ମଧ୍ୟରେ 5000 ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି।