ନୂଆଦିଲ୍ଲୀ: ବଢିଲା ଡିଜେଲ ଦର । ଗତ 9 ଦିନ ମଧ୍ୟରେ ଡିଜେଲ ଲିଟର ପିଛା ଦର 15-16 ପଇସା ବୃଦ୍ଧି ପାଇଛି । ଦିଲ୍ଲୀ ଏବଂ କୋଲକାତାରେ ଡିଜେଲ ଦର ଲିଟର ପିଛା 15 ପଇସା ବୃଦ୍ଧି ହୋଇଥିବା ବେଳେ ମୁମ୍ବାଇ ଏବଂ ଚେନ୍ନାଇରେ ଡିଜେଲ ଦର ଲିଟର ପିଛା 16 ପଇସା ବୃଦ୍ଧି ହୋଇଛି ।
ଚାରୋଟି ସହରରେ ବଢିଲା ଡିଜେଲ ଦର - diesel prices increase in chhenai
ଗତ 9 ଦିନ ମଧ୍ୟରେ ଡିଜେଲ ଲିଟର ପିଛା ଦର 15-16 ପଇସା ବୃଦ୍ଧି ପାଇଛି । ଦିଲ୍ଲୀ ଏବଂ କୋଲକାତାରେ ଡିଜେଲ ଦର ଲିଟର ପିଛା 15 ପଇସା ବୃଦ୍ଧି ହୋଇଥିବା ବେଳେ ମୁମ୍ବାଇ ଏବଂ ଚେନ୍ନାଇରେ ଡିଜେଲ ଦର ଲିଟର ପିଛା 16 ପଇସା ବୃଦ୍ଧି ହୋଇଛି ।

ଫାଇଲ ଫଟୋ
ଇଣ୍ଡିଆନ ଅଏଲ ୱେବସାଇଟ୍ ଅନୁଯାୟୀ, ଦିଲ୍ଲୀ, କୋଲକତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ଦର ପୂର୍ବରୁ କ୍ରମଶଃ 74.63, 77. 29, 80.29 ଏବଂ 77.58 ପଇସା ଥିବାବେଳେ ଏବେ ଏହି ଚାରୋଟି ସହରରେ ଡିଜେଲ ଦର ବୃଦ୍ଧି ହୋଇ 66.19 , 68.60, 69. 43 ଏବଂ 69.97 ପଇସା ଲିଟର ପିଛା ବୃଦ୍ଧି ପାଇଛି ।