ଓଡିଶା

odisha

ETV Bharat / bharat

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର - ପେଟ୍ରୋଲ ଓ ଡିଜେଲ ଦର

ବଢିଲା ତୈଳ ଦର । ପେଟ୍ରୋଲ ଲିଟର ପିଛା 54 ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଜେଲ 58 ପଇସା ବୃଦ୍ଧି । ଅଧିକ ପଢନ୍ତୁ....

Petrol, Diesel Prices rise For Third Straight Day
ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

By

Published : Jun 9, 2020, 1:06 PM IST

ନୂଆଦିଲ୍ଲୀ :ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ମଙ୍ଗଳବାର ଦିନ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 54 ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଜେଲ 58 ପଇସା ବୃଦ୍ଧି କରାଯାଇଛି। ତେବେ ପୂର୍ବରୁ ପେଟ୍ରୋଲ ଦର 73 ଟଙ୍କା ରହିଥିବା ବେଳେ ଡିଜେଲ 71 ଟଙ୍କା 17 ପଇସା ଥିଲା । ଯାହାର ଦର ବୃଦ୍ଧି ଘଟି ପେଟ୍ରୋଲ ଲିଟର ପିଛା 73 ଟଙ୍କା 45 ପଇସାରେ ପହଞ୍ଚିଛି ।

ସେହିପରି ମୁମ୍ବାଇରେ ମଧ୍ୟ ତୈଳ ଦର ବୃଦ୍ଧି ଘଟିଛି । ପେଟ୍ରୋଲରେ 52 ପଇସା ଓ ଡିଜେଲରେ 55 ପଇସା ବୃଦ୍ଧି ଘଟିଛି । ତେବେ ପୂର୍ବରୁ ପେଟ୍ରୋଲ 80 ଟଙ୍କା 1 ପଇସା ଥିବା ବେଳେ ଡିଜେଲ 69.92 ଟଙ୍କା ରହିଥିଲା ।

ସୌଜନ୍ୟ @ ANI

ABOUT THE AUTHOR

...view details