ଓଡିଶା

odisha

By

Published : Sep 5, 2019, 7:32 AM IST

ETV Bharat / bharat

ନୂତନ ଟ୍ରାଫିକ ନିୟମକୁ ନେଇ ମିମି

ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂତନ ଟ୍ରାଫିକ ନିୟମ ପାଇଁ  ଗାଡି ଚାଳକମାନେ ଭୟଭୀତ ହେଉଥିବାର ଦେଖିବାକୁ ମିଳୁଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ବହୁ  ମଜାଳିଆ ମିମି କରାଯାଉଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂତନ ଟ୍ରାଫିକ ନିୟମ ପାଇଁ ଗାଡି ଚାଳକମାନେ ଭୟଭୀତ ହେଉଥିବାର ଦେଖିବାକୁ ମିଳୁଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ବହୁ ମଜାଳିଆ ମିମି କରାଯାଉଛି ।

ଫାଇଲ ଫଟୋ

ତେବେ ଏହି ନିୟମ ଲାଗୁ ହେବା ପରେ କିଏ କାର ମଧ୍ୟରେ ହେଲମେଟ୍ ପିନ୍ଧୁଥିବାର ଦେଖିବାକୁ ମିଳୁଛି ତ ଆଉ କିଏ କୁକୁରକୁ ହେଲମେଟ୍ ପିନ୍ଧାଇ ନେଉଥିବା ଦେଖିବାକୁ ମିଳୁଛି ।

ଫାଇଲ ଫଟୋ

ତେବେ ୟା ମଧ୍ୟରେ ଜଣେ ସୋସିଆଲ ମିଡିଆ ୟୁଜର ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ଲେଖାଥିଲା- ୟେ ଚାଲାନ୍ କାଟନେ କା ଡରକା ନତିଜା ହୈ ।

ସେହିପରି ଆଉ ଜଣେ ୟୁଜର ଏକ ମିମି ସେୟାର କରିଥିଲେ । ଯେଉଁଥିରେ ଲେଖା ଥିଲା, ଚାଲାନ୍ ତୋ ଦେନା ହୋଗା ।

ABOUT THE AUTHOR

...view details