ଓଡିଶା

odisha

ETV Bharat / bharat

ଘୁଞ୍ଚିଲା ନିର୍ଭୟା ଦୋଷୀଙ୍କ ଦଣ୍ଡବିଧାନ ଶୁଣାଣି - ଟଳିଲା  ନିର୍ଭୟା ଦୋଷୀଙ୍କ  ଡେଥ୍‌ ୱାରେଣ୍ଟ  ଶୁଣାଣି

ଜାନୁଆରୀ 7 ତାରିଖ ପର୍ଯ୍ୟନ୍ତ ଟଳିଲା ନିର୍ଭୟା ଦୋଷୀଙ୍କ ଦଣ୍ଡବିଧାନ ଶୁଣାଣି । ଏହା ସହିତ ଦୋଷୀ ବଳକା ଥିବା ନିଜର ସମସ୍ତ ଆଇନଗତ ଅଧିକାର ବ୍ୟବହାର କରିପାରିବେ ବୋଲି ଦିଲ୍ଲୀର ପଟିଆଲା କୋର୍ଟ କହିଛନ୍ତି ।

patiala-house-court-hearing-on-plea-demanindg-death-warrant
ଫାଇଲ ଫଟୋ

By

Published : Dec 18, 2019, 3:46 PM IST

ନୂଆଦିଲ୍ଲୀ: ଜାନୁଆରୀ 7 ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା ନିର୍ଭୟା ଦୋଷୀଙ୍କ ଦଣ୍ଡବିଧାନ ଶୁଣାଣି । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଦୋଷୀଙ୍କୁ ତୁରନ୍ତ ଫାଶୀରେ ଝୁଲାଇବା ପାଇଁ ନିର୍ଭୟାଙ୍କ ମା’ ଦିଲ୍ଲୀର ପଟିଆଲା କୋର୍ଟରେ ଆବେଦନ କରିଥିଲେ । ଆଜି କୋର୍ଟ ଏହି ଡେଥ୍‌ ୱାରେଣ୍ଟ ବା ମୃତ୍ୟୁ ପରୱାନା ଜାରି ଉପରେ ଶୁଣାଣି କରିବାର ଥିଲା । ହେଲେ କୋର୍ଟ ଏହାକୁ ଜାନୁଆରୀ 7 ତାରିଖ ପର୍ଯ୍ୟନ୍ତ ଘୁଞ୍ଜାଇ ଦେଇଛନ୍ତି ।

ଏହା ସହିତ ଦୋଷୀ ବଳକା ଥିବା ନିଜର ସମସ୍ତ ଆଇନଗତ ଅଧିକାର ବ୍ୟବହାର କରିପାରିବେ ବୋଲି କୋର୍ଟ କହିଛନ୍ତି ।

For All Latest Updates

TAGGED:

ABOUT THE AUTHOR

...view details