ଓଡିଶା

odisha

ETV Bharat / bharat

ବିଳମ୍ବିତ ବିମାନ ବାତିଲ ପାଇଁ ଏୟାର ଇଣ୍ଡିଆ ବିରୋଧରେ ଯାତ୍ରୀଙ୍କ ଧାରଣା - ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ବିରୋଧରେ ଯାତ୍ରୀଙ୍କ ଧାରଣା

ବିଳମ୍ବିତ ବିମାନ ସେବାକୁ ନେଇ ଯାତ୍ରୀଙ୍କ ଧାରଣା । ନିର୍ଦ୍ଧାରିତ ସମୟଠାରୁ ବହୁ ବିଳମ୍ବରେ ବିମାନ ଓ ସମୟ ପୂର୍ବରୁ ସୂଚନା ନଦେବା ଆଦିକୁ ନେଇ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ବିରୋଧରେ ପ୍ରତିବାଦ ଜଣାଇଛନ୍ତି ଯାତ୍ରୀ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Nov 3, 2019, 12:20 PM IST

ହାଇଦ୍ରାବାଦ: ପୁଣିଥରେ ଏୟାର ଇଣ୍ଡିଆ ବିମାନ କର୍ତ୍ତୃପକ୍ଷଙ୍କୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ । ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ବିମାନ ଛାଡିବାକୁ ନେଇ ଶମସାବାଦସ୍ଥିତ ରାଜୀବ ଗାନ୍ଧୀ ବିମାନବନ୍ଦରରେ ଯାତ୍ରୀମାନେ ଧାରଣ ଦେଇ ମୁମ୍ବାଇ ବିମାନ ସେବା(ଏୟାର ଇଣ୍ଡିଆ-966)ବାତିଲ କରିବାକୁ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ


ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ-966 ବିମାନ ସକାଳ 9ଟାରେ ଛାଡିବାର ଥିଲା । କିନ୍ତୁ ଏହା ସନ୍ଧ୍ୟା 08.40ରେ ଛାଡିବାକୁ ରିସିଡ୍ୟୁଲ ହୋଇଛି ହେଲେ ଏନେଇ ଯାତ୍ରୀଙ୍କୁ କୌଣସି ସୂଚନା ଦିଆଯାଇନଥିଲା । ଫଳରେ ଯାତ୍ରୀ ପୂର୍ବ ନିର୍ଦ୍ଧାରିତ ସମୟରେ ବିମାନ ବନ୍ଦରରେ ପହଞ୍ଚିବା ପରେ ବିମାନ କର୍ତ୍ତୃପକ୍ଷ ବିମାନ ବିଳମ୍ବ ନେଇ ସୂଚନା ଦେଇଥିଲେ । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

For All Latest Updates

ABOUT THE AUTHOR

...view details