ଲକ୍ଷ୍ନୌ: 2022ରେ ୟୁପିରେ ସମାଜବାଦୀ ପାର୍ଟି ସରକାର ଗଠନ ନେଇ ଭବିଷ୍ୟବାଣୀ । ସମାଜବାଦୀ ପାର୍ଟି 350ଟି ଆସନରେ ଜିତିବ ବୋଲି ପଦ୍ମ ପାଠକ ଭବିଷ୍ୟବାଣୀ କରିଥିବା କହିଲେ ଅଖିଳେଶ ଯାଦବ ।
2022ରେ ୟୁପିରେ ସରକାର ଗଢିବ ସମାଜବାଦୀ ପାର୍ଟି, ହୋଇଛି ଭବିଷ୍ୟବାଣୀ - 2022 UP polls
2022ରେ ୟୁପିରେ ସମାଜବାଦୀ ପାର୍ଟି 350ଟି ଆସନରେ ଜିତିବ ବୋଲି କହିଲେ ଅଖିଳେଶ ଯାଦବ । ଯାଦବଙ୍କ ହାତ ଦେଖି ପଦ୍ମ ପାଠକଙ୍କ ଭବିଷ୍ୟବାଣୀ ।
2022ରେ ୟୁପିରେ ସମାଜବାଦୀ ପାର୍ଟି ସରକାର ଗଠନ ନେଇ ଭବିଷ୍ୟବାଣୀ
ତେବେ ଯାଦବ ବିମାନରେ ଦିଲ୍ଲୀ ଯାତ୍ରା କରୁଥିବା ସମୟରେ ଜଣେ ବ୍ୟକ୍ତି ତାଙ୍କ ହାତ ଦେଖି ଏପରି ଭବିଷ୍ୟବାଣୀ କରିଥିଲେ । ଯଦି ମିଥ୍ୟା ପ୍ରଚାର କରି ବିଜେପି 300 ଟି ସିଟ୍ ଜିତିପାରିବ, ତେବେ ସମାଜବାଦୀ ପାର୍ଟି ସଚ୍ଚୋଟ ଭାବରେ କାର୍ଯ୍ୟ କରି 351 ଟି ଆସନରେ ଜିତିବ ବୋଲି ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି କହିଛନ୍ତି ଯାଦବ। ମହିଳାଙ୍କ ପ୍ରତି ହେଉଥିବା ଅପରାଧରେ ୟୁପି ବର୍ତ୍ତମାନ ଆଗୁଆ ରହିଛି ବୋଲି ମଧ୍ୟ ଯାଦବ କହିଛନ୍ତି ।