ଓଡିଶା

odisha

ETV Bharat / bharat

ପୁଣି ପୁଞ୍ଚରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକ୍ - ଅସ୍ତ୍ରବିରତି ଉଲ୍ଲଂଘନ

ସୋମବାର ପୁଣି ଜାମ୍ମୁ କାଶ୍ମୀର ପୁଞ୍ଛ ଜିଲ୍ଲାର ବାଲାକୋଟ ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

Breaking News

By

Published : Aug 10, 2020, 11:14 AM IST

ଶ୍ରୀନଗର: ବଦମାସୀ ଛାଡୁନି ପାକିସ୍ତାନ। ବାରମ୍ବାର ତାଗିଦ୍ ସତ୍ତ୍ବେ ସୀମାରେ କରୁଛି ଅସ୍ତ୍ରବିରତି ଉଲ୍ଲଂଘନ। ସୋମବାର ପୁଣି ଜାମ୍ମୁ କାଶ୍ମୀର ପୁଞ୍ଛ ଜିଲ୍ଲାର ବାଲାକୋଟ ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ସେହିପରି ରବିବାର ସକାଳୁ ମଧ୍ୟ କାଶ୍ମୀରର ପୁଞ୍ଜ ଜିଲ୍ଲାର ମାନକୋଟ ସେକ୍ଟରର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା।

ଶୁକ୍ରବାର ମଧ୍ୟ ଏଲଓସିରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ଯେଉଁଥିରେ ପାକିସ୍ତାନ ସେନା ଗୁଳିରେ 6 ଜଣ ଭାରତୀୟ ନାଗରିକ ଆହତ ହୋଇଥିବା ଜଣାପଡିଛି । ଜମ୍ମୁ ଓ କାଶ୍ମୀରର କୁପଓ୍ବାଡାରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବା ଜଣାପଡିଥିଲା ।

ABOUT THE AUTHOR

...view details