ଓଡିଶା

odisha

ETV Bharat / bharat

କଠୁଆ ଅଞ୍ଚଳରେ ପାକିସ୍ତାନର ତୋପ ବର୍ଷଣ, ଭାରତୀୟ ସେନା ଦେଲେ ଜବାବ୍ - Pakistan launches cannon shells

ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ । LOC ବର୍ଡର ଅଞ୍ଚଳର କଠୁଆରେ ତୋପ, ଗୁଳି ବର୍ଷଣ । ଭାରତୀୟ ସେନା ଦେଲେ ଜବାବ୍ ।

Pakistan launches cannon shells
କଠୁଆ ଅଞ୍ଚଳରେ ପାକିସ୍ତାନର ତୋପ ବର୍ଷଣ

By

Published : Dec 12, 2019, 11:41 AM IST

ଜମ୍ମୁ: ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନ ବାରମ୍ବାର ନିଜ ସୀମା ଉଲ୍ଲଂଘନ କରୁଛି । ଏଥରକ ଗୁଳି ବର୍ଷଣ ସହ ତୋପ ଚଲାଇବା ଯାଏଁ କଥା ଗଲାଣି । କିନ୍ତୁ ଭାରତୀୟ ଯବାନ ମଧ୍ୟ ଚୁପ୍ ରହିନାହାଁନ୍ତି ଆଉ ଦେଇଛନ୍ତି ଉଚିତ୍ ଜବାବ୍ । ପାକିସ୍ତାନ ସେନା ଗୁଳି ଚଲାଇଥିଲେ, ଏହାର ପାଲଟା ଜବାବରେ ଭାରତୀୟ ସେନା ମଧ୍ୟ ଗୁଳି ଚଲାଇଥିଲେ ।

ପାକିସ୍ତାନ ବୁଧବାର ବିଳମ୍ବିତ ରାତିରେ LOC ବର୍ଡରରେ ଗୁଳିବର୍ଷଣ କରିଥିଲେ । କଠୁଆର ହୀରାନଗର ସେକ୍ଟର ଅଞ୍ଚଳରେ ତୋପ ଚଲାଇଥିଲେ ପାକିସ୍ତାନ ସେନା । ଫଳରେ ଅନେକ ଲୋକ ଆହତ ହୋଇଛନ୍ତି ।

ABOUT THE AUTHOR

...view details