ଓଡିଶା

odisha

ETV Bharat / bharat

ପୁଣି ସଇତାନୀ ପାକର ଅସ୍ତ୍ରବିରତି ଉଲ୍ଲଂଘନ - ଅସ୍ତ୍ରବିରତି ଉଲ୍ଲଂଘନ

ପୁଣିଥରେ ନିଜ ସଇତାନୀ ପ୍ରବୃତ୍ତିକୁ ପଦାରେ ପକାଇଛି ପାକିସ୍ତାନ । ଅପରାହ୍ନ 4.30ରେ ଏଲଓସି ନିକଟରେ ଭାରତୀୟ ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍ । ଅଧିକ ପଢନ୍ତୁ..

ପୁଣି ସଇତାନୀ ପାକର ଅସ୍ତ୍ରବିରତି  ଉଲ୍ଲଂଘନ
ପୁଣି ସଇତାନୀ ପାକର ଅସ୍ତ୍ରବିରତି ଉଲ୍ଲଂଘନ

By

Published : Aug 19, 2020, 6:37 PM IST

ଜମ୍ମୁ: ପୁଣି ନିଜ ସଇତାନୀ ପ୍ରବୃତ୍ତିକୁ ପଦାରେ ପକାଇଛି ପାକିସ୍ତାନ । ଅପରାହ୍ନ 4.30ରେ ଅସ୍ତ୍ରବୀରତି ଉଲ୍ଲଂଘନ କରିଛି ପାକ୍ । ରାଜୌରୀ ଜିଲ୍ଲାର ସୁନ୍ଦରବନୀ ଅଞ୍ଚଳରେ ଘଟିଛି ଏହି ଘଟଣା ।

LoC ଅଞ୍ଚଳରେ ପାକିସ୍ତାନ ଅଯଥା ଅସ୍ତବିରତି ଉଲ୍ଲଂଘନ କରିଥିଲା । ଫଳରେ ଭରତୀୟ ସେନା ମଧ୍ୟ ପାଲଟା ଜବାବ ଦେଇଛନ୍ତି । ଏହି ଘଟଣାରେ ମୃତାହତ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ ।

@ANI

ABOUT THE AUTHOR

...view details