ଓଡିଶା

odisha

ETV Bharat / bharat

ଭାଙ୍ଗୁଛି ସମ୍ପର୍କ; ରେଳ ପରେ ବସ ସେବା ବନ୍ଦ କଲା ପାକିସ୍ତାନ

ରେଳ ପରେ ବସ ସେବା ଉପରେ ରୋକ ଲଗାଇଲା ପାକିସ୍ତାନ । ଭାରତ ସହ ଗୋଟିଏ ପରେ ଗୋଟିଏ ସଂପର୍କ ତୁଟାଉଛି ପାକିସ୍ତାନ ।

By

Published : Aug 9, 2019, 9:41 PM IST

ଫଟୋ ସୌଜନ୍ୟ : ଟ୍ବିଟର@ANI

ଇସଲାମାବାଦ: ଧୀରେ ଧୀରେ ଭାରତ ସହ ସଂପର୍କ ଭାଙ୍ଗୁଛି ପାକିସ୍ତାନ । ଧାରା 370 ନେଇ ଭାରତ ସହ ସବୁ ସ୍ତରରେ ସଂପର୍କ କାଟିବାରେ ଲାଗିପଡିଛି ପାକିସ୍ତାନ । ରେଳ ପରେ ଏବେ ବନ୍ଦ କରିଛି ବସ ସେବା ।

ଫଟୋ ସୌଜନ୍ୟ : ଟ୍ବିଟର@ANI

ଗତକାଲି ସମଝୌତା ଏକ୍ସପ୍ରେସ, ଆଜି ଥର ଲିଙ୍କ ଏକ୍ସପ୍ରେସ ପରେ ଏବେ ବସ ସେବା ବନ୍ଦ କରିଛି ପାକିସ୍ତାନ । ପାକିସ୍ତାନରୁ ଭାରତକୁ କୌଣସି ବସ ଚଳାଚଳ ଆଗକୁ ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ପାକିସ୍ତାନର ସଂଘୀୟ ସଂଚାର ମନ୍ତ୍ରୀ ମୁରଦ ସଇଦ ।

ABOUT THE AUTHOR

...view details