ଓଡିଶା

odisha

ETV Bharat / bharat

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକ୍, 4 ସ୍ଥାନୀୟ ଲୋକ ଆହତ - pak-violates-ceasefire-in-j-k

ସୀମାରେ ବାରମ୍ବାର ପାକିସ୍ତାନର ବର୍ବରତା । ମଙ୍ଗଳବାର ସକାଳୁ ଜମ୍ମୁ କାଶ୍ମୀରର ତଙ୍ଗଧର ସେକ୍ଟରରେ ପାକିସ୍ତାନୀ ସୈନ୍ୟବାହିନୀ ଦ୍ୱାରା ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନରେ 4 ସ୍ଥାନୀୟ ଲୋକ ଆହତ ହୋଇଛନ୍ତି।

ପୁଣି ପାକ୍ ର ଅସ୍ତ୍ରବିରତୀ ଉଲ୍ଲଙ୍ଘନ, 4 ସାଧାରଣ ନାଗରିକ ଆହତ
ପୁଣି ପାକ୍ ର ଅସ୍ତ୍ରବିରତୀ ଉଲ୍ଲଙ୍ଘନ, 4 ସାଧାରଣ ନାଗରିକ ଆହତ

By

Published : Jun 16, 2020, 8:25 AM IST

ଶ୍ରୀନଗର: ସୀମାରେ ବାରମ୍ବାର ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ। ତାଗିଦ ପରେ କମୁନି ପାକ୍ ର ଔଦ୍ଧତାମୀ। ମଙ୍ଗଳବାର ସକାଳୁ ଜମ୍ମୁ କାଶ୍ମୀରର ତଙ୍ଗଧର ସେକ୍ଟରରେ ପାକିସ୍ତାନୀ ସୈନ୍ୟବାହିନୀ ଦ୍ୱାରା ହୋଇଥିବା ଅସ୍ତ୍ରବିରତୀ ଉଲ୍ଲଂଘନରେ 4 ସାଧାରଣ ନାଗରିକ ଆହତ ହୋଇଛନ୍ତି।

ପୂର୍ବରୁ ପାକିସ୍ତାନୀ ସୈନ୍ୟମାନେ ମଧ୍ୟ ନୌଶେରା ସେକ୍ଟରର କଣ୍ଟ୍ରୋଲ୍ ଲାଇନରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲେ, ଯାହା ପରେ ଭାରତୀୟ ସେନା ଏହାର ପ୍ରତିଶୋଧ ନେଇଥିଲା।

ଏହାସହ ପାକିସ୍ତାନୀ ସୈନ୍ୟବାହିନୀ ଜମ୍ମୁ କାଶ୍ମୀର ରଜୈରୀ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଦ୍ବାରା ଜଣେ ଯବାନ ସହିଦ ହୋଇଛନ୍ତି।

ABOUT THE AUTHOR

...view details