ଶ୍ରୀନଗର: ସୀମାରେ ପାକିସ୍ତାନର ନଖରାମି । ବାରମ୍ବାର କରୁଛି ଅସ୍ତ୍ରବିରତି ଉଲ୍ଲଂଘନ। ଶନିବାର ସକାଳୁ ପାକ୍ ସାହାପୁର, କିରଣୀ ଓ ପୁଞ୍ଚ ଜିଲ୍ଲାର ଦେଓଘର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ଗୁଳିବର୍ଷଣ କରିଛି।
ପୁଞ୍ଚରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଯବାନ ଦେଉଛନ୍ତି କଡା ଜବାବ - Pak violates ceasefire
ଶନିବାର ସକାଳୁ ପାକ୍ ସାହାପୁର, କିରଣୀ ଓ ପୁଞ୍ଚ ଜିଲ୍ଲାର ଦେଓଘର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ଗୁଳିବର୍ଷଣ କରିଛି। ଶନିବାର ସକାଳୁ ପାକ୍ ସାହାପୁର, କିରଣୀ ଓ ପୁଞ୍ଚ ଜିଲ୍ଲାର ଦେଓଘର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ଗୁଳିବର୍ଷଣ କରିଛି।

ପୁଞ୍ଚରେ ପାକିସ୍ତାନର ଅସ୍ତ୍ରବୀରତି ଉଲ୍ଲଙ୍ଘନ, ଯବାନ ଦେଉଛନ୍ତି କଡା ଜବାବ
ତେବେ ଏହି ଗୁଳିଗୋଳା ମାଡ ସକାଳ ପ୍ରାୟ 9.15 ସମୟରେ ଆରମ୍ଭ ହୋଇଥିଲା। ପାକ୍ ପଟରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ଛୋଟ ମୋର୍ଟାର ମାଡ କରାଯାଇଥିଲା। ସୀମାରେ ପାକିସ୍ତାନକୁ କଡା ଜବାବ ଦେଉଛନ୍ତି ଭାରତୀୟ ଯବାନ। ବର୍ତ୍ତମାନ ସମୟ ପର୍ଯ୍ୟନ୍ତ କୌଣସି କ୍ଷତାହତ ଖବର ଆସିନାହିଁ।