ଓଡିଶା

odisha

ପଞ୍ଜାବ ସୀମାରେ ବିଏସଏଫ ଗୁଳିରେ ପାକ୍ ଅନୁପ୍ରବେଶକାରୀ ମୃତ

By

Published : Jan 15, 2021, 11:10 AM IST

ପଞ୍ଜାବ ସୀମାରେ ବିଏସଏଫ ଯବାନ ଗୁଳିରେ ଅନୁପ୍ରବେଶକାରୀ ସଫା ହୋଇଥିବା ଜଣାପଡିଛି। ପଞ୍ଜାବ ଗୁରୁଦାସପୁର ସୀମାରେ ବିଏସଏଫ ଯବାନ ଜଣକ ଆତଙ୍କୀ ଗତିବିଧି ବିଷୟରେ ଲକ୍ଷ୍ୟ କରିଥିଲେ। ଅଧିକ ପଢନ୍ତୁ...

ବିଏସଏଫ ଗୁଳିରେ ପାକ୍ ଅନୁପ୍ରବେଶକାରୀ ମୃତ
ବିଏସଏଫ ଗୁଳିରେ ପାକ୍ ଅନୁପ୍ରବେଶକାରୀ ମୃତ

ଗୁରୁଦାସପୁର: ପାକ୍ ଅନୁପ୍ରବେଶକାରୀ ସଫା। ପଞ୍ଜାବ ସୀମାରେ ବିଏସଏଫ ଯବାନ ଗୁଳିରେ ଅନୁପ୍ରବେଶକାରୀ ସଫା ହୋଇଥିବା ଜଣାପଡିଛି। ଏହି ଘଟଣାଟି ଗୁରୁବାର ଘଟିଛି। ପଞ୍ଜାବ ଗୁରୁଦାସପୁର ସୀମାରେ ବିଏସଏଫ ଯବାନ ଆତଙ୍କୀର ଗତିବିଧିକୁ ଲକ୍ଷ୍ୟ କରିଥିଲେ।

ସୀମା ଆଉଟପୋଷ୍ଟ ୱାଧାଇ ଚିମା ଓ କୋର୍ଟାଜାଦା ନିକଟରେ ଆତଙ୍କୀ କାର୍ଯ୍ୟକଳାପକୁ ଲକ୍ଷ୍ୟ କରି ଅନୁପ୍ରବେଶକାରୀକୁ ରାତ୍ରି ପ୍ରାୟ 8.30ରେ ଆତ୍ମସମର୍ପଣ ପାଇଁ ବିଏସଏଫ କହିଥିଲା । କିନ୍ତୁ ଅନୁପ୍ରବେଶକାରୀ ପ୍ରଥମେ ଗୁଳିମାଡ କରିବା ପରେ ସେନାର ପ୍ରତିଜବାବରେ ସେଠାରେ ହି ଟଳି ପଡିଥିଲା ଆତଙ୍କୀ ।

ABOUT THE AUTHOR

...view details