ଓଡିଶା

odisha

ETV Bharat / bharat

ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ପାକ୍ ବିଦେଶ ମନ୍ତ୍ରୀଙ୍କ ଶୁଭେଚ୍ଛା - congratulate

ପାକିସ୍ଥାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରୈସୀ ଏସ୍ ଜୟଶଙ୍କରଙ୍କୁ ଭାରତର ବୈଦେଶିକ ମନ୍ତ୍ରୀ ଭାର ସମ୍ଭାଳିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଫାଇଲ ଫଟୋ

By

Published : Jun 7, 2019, 2:01 PM IST

ନୂଆଦିଲ୍ଲୀ: ଏସ୍ ଜୟଶଙ୍କରଙ୍କୁ ଭାରତର ବୈଦେଶିକ ମନ୍ତ୍ରୀ ଭାର ସମ୍ଭାଳିଥିବାରୁ ଶୁଭେଚ୍ଛା ଜଣାଇଲେ ପାକିସ୍ଥାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରୈସୀ । ଶୁକ୍ରବାର ଶାହ ମେହମ୍ମୁଦ କୁରୈସୀ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଏକ ପତ୍ର ଲେଖି ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନାମୂତାବକ, ଇଦ ଅବସରରେ ପାକିସ୍ତାନ ବୈଦେଶିକ ସଚିବ ସୋହେଲ ମହମ୍ମଦ ଦିଲ୍ଲୀ ଆସିଥିଲେ । ଏହି ପରିପ୍ରେକ୍ଷୀରେ ଶାହ ମେହମ୍ମୁଦ କୁରୈସୀଙ୍କ ତାଙ୍କ ଦ୍ବାରା ଏହି ବାର୍ତ୍ତା ପଠାଇଥିଲେ ।

ପ୍ରକାଶ ଥାଉକି ଗତ ସପ୍ତାହରେ ଏସ୍ ଜୟଶଙ୍କର ଭାରତର ବୈଦେଶିକ ମନ୍ତ୍ରୀ ରୂପେ କାର୍ଯ୍ୟଭାର ସମ୍ଭାଳିଛନ୍ତି ।

ABOUT THE AUTHOR

...view details