ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗାଜିଆବାଦରେ ମହାମାରୀ କୋରୋନା ଭାଇରସ ଦ୍ବାରା ସଂକ୍ରମିତ ହୋଇଥିବା 168 ଜଣଙ୍କ ରକ୍ତ ନମୁନା ନିଆଯାଇଛି। ଏପର୍ଯ୍ୟନ୍ତ ପରୀକ୍ଷା ପାଇଁ ମୋଟ 1,089 ନମୁନା ପଠାଯାଥିବାବେଳେ, ସେଥିମଧ୍ୟରୁ 673 ଜଣଙ୍କ କୋଭିଡ-19 ପଜିଟିଭ ଆସିଥିବାବେଳେ, 391 ରିପୋର୍ଟ ନେଗେଟିଭ ଆସିଛି ।
କୋଭିଡ-19: ଗାଜିଆବାଦରେ ପରୀକ୍ଷା ପାଇଁ 1000ରୁ ଅଧିକ ନମୁନା ସଂଗ୍ରହ - corona virus news
ଗାଜିଆବାଦରେ କୋରୋନା ଭାଇରସରେ ସଂକ୍ରମିତ ହୋଇଥିବା 168 ଜଣଙ୍କ ରକ୍ତ ନମୁନା ନିଆଯାଇଛି । ଏପର୍ଯ୍ୟନ୍ତ ପରୀକ୍ଷା ପାଇଁ ମୋଟ 1,089 ନମୁନା ପଠାଯାଇ ଥିବାବେଳେ, ସେଥିମଧ୍ୟରୁ 673 ଜଣ ଲୋକଙ୍କର କୋଭିଡ-19 ପଜିଟିଭ ଥିବା ଜଣାପଡିଛି। ଅଧିକ ପଢନ୍ତୁ...
![କୋଭିଡ-19: ଗାଜିଆବାଦରେ ପରୀକ୍ଷା ପାଇଁ 1000ରୁ ଅଧିକ ନମୁନା ସଂଗ୍ରହ Ghaziabad](https://etvbharatimages.akamaized.net/etvbharat/prod-images/768-512-6796269-271-6796269-1586933918530.jpg)
ଗାଜିଆବାଦରେ ପରୀକ୍ଷା ପାଇଁ 1000ରୁ ଅଧିକ ନମୁନା ପଠାଯାଇଛି
ମୁଖ୍ୟ ଚିକିତ୍ସା ଅଧିକାରୀ ଏନ.କେ ଗୁପ୍ତା କହିଛନ୍ତି ଯେ, ଏପର୍ଯ୍ୟନ୍ତ 81,565 ଜଣ ଲୋକଙ୍କୁ କ୍ବାରେଣ୍ଟାଇନ ରଖାଯାଇଛି, ସେଥିମଧ୍ୟରୁ 80,011 ଜଣଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇଛି ବୋଲି ଗୁପ୍ତା କହିଛନ୍ତି । କୋଭିଡ ପାଇଁ 70 ଜଣ ଲୋକ ପଜିଟିଭ ପରୀକ୍ଷା କରିଛନ୍ତି । ପୂ୍ବରୁ ଆକ୍ରାନ୍ତ ଥିବା 7 ଜଣଙ୍କୁ ଡିସଚାର୍ଜ କରାଯାଇଥିବା ଅଧିକାରୀ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ