ଓଡିଶା

odisha

ETV Bharat / bharat

ଜାତୀୟ ଡାକ୍ତର ଦିବସ: ‘ବୀରତ୍ୱର କାହାଣୀ ଭବିଷ୍ୟତ ପିଢିକୁ ପ୍ରେରଣା ଯୋଗାଇବ’

ଆଜି ଜାତୀୟ ଡାକ୍ତର ଦିବସ । ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ କହିଛନ୍ତି, କୋରୋନା ମହାମାରୀରେ ଡାକ୍ତରଙ୍କ ବୀରତ୍ୱର କାହାଣୀ ଭବିଷ୍ୟତ ପିଢିକୁ ପ୍ରେରଣା ଯୋଗାଇବ।

By

Published : Jul 1, 2020, 2:50 PM IST

national doctor day
କୋରୋନାରେ ଡାକ୍ତରଙ୍କ ବୀରତ୍ୱର କାହାଣୀ ଭବିଷ୍ୟତ ପିଢିକୁ ପ୍ରେରଣା ଯୋଗାଇବ

ନୂଆଦିଲ୍ଲୀ: ଆଜି ଜାତୀୟ ଡାକ୍ତର ଦିବସ । ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ କହିଛନ୍ତି, କୋରୋନା ମହାମାରୀରେ ଡାକ୍ତରଙ୍କ ବୀରତ୍ୱର କାହାଣୀ ଭବିଷ୍ୟତ ପିଢିକୁ ପ୍ରେରଣା ଯୋଗାଇବ।

କେଜ୍ରିୱାଲ ଟ୍ବିଟ୍ କରି କହିଛନ୍ତି, ‘ଆମର ଡାକ୍ତରମାନେ ଏହି ଶତାବ୍ଦୀର ସବୁଠାରୁ ବଡ ଯୁଦ୍ଧରେ ଲଢୁଛନ୍ତି। ସେମାନଙ୍କର ବୀରତ୍ୱର କାହାଣୀ ଏବଂ ବଳିଦାନ ଭଭିଷ୍ୟତ ପିଢିକୁ ପ୍ରେରଣା ଯୋଗାଇବ। ଏହି ଡାକ୍ତର ଦିବସ ଅବସରରେ ଆସନ୍ତୁ ଆମ ସମାଜରେ ସେମାନଙ୍କର ଅବଦାନକୁ ପାଳନ କରିବା’।

ପ୍ରତିବର୍ଷ ଡାକ୍ତରଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ଦେଶ ଜୁଲାଇ 1ରେ ଜାତୀୟ ଡାକ୍ତର ଦିବସ ପାଳନ କରୁଛି।

ABOUT THE AUTHOR

...view details