ନୂଆଦିଲ୍ଲୀ: ସମଗ୍ର ଦେଶରେ ପୁଣି ଥରେ ବୃଦ୍ଧି ପାଇଛି ପିଆଜ ଦର । ଗତ ୪ବର୍ଷ ମଧ୍ୟରେ ଏହି ବଢିଥିବା ଦର ସବୁଠୁ ଅଧିକ ବୋଲି ଜଣାପଡିଛି ।
ଜାଣନ୍ତୁ କେଉଁଠି କେତେ ରହିଛି ପିଆଜ ଦର ? - ପିଆଜ ଦର
ମୁମ୍ବାଇଠାରୁ ଆରମ୍ଭ କରି ନୂଆଦିଲ୍ଲୀ ପର୍ଯ୍ୟନ୍ତ । ଡେରାଡୁନରୁ ନେଇ ଚେନ୍ନାଇ ପର୍ଯ୍ୟନ୍ତ ସବୁଠି ଟେନସ୍ନ ଦେଉଛି ପିଆଜ । ଚାଲନ୍ତୁ ଜାଣିବା କେଉଁଠି ରହିଛି କେତେ ଦର...
ଜାଣନ୍ତୁ କେଉଁଠି କେତେ ରହିଛି ପିଆଜ ଦର
ତେବେ ଆସନ୍ତୁ ଜାଣିବା ଦେଶର କିଛି ସହର ଏବଂ ରାଜ୍ୟରେ କିଲୋ ପିଛା ପିଆଜ ଦରକେତେ ରହିଛି...
- ଅହମ୍ମଦାବାଦ-45 ରୁ 50ଟଙ୍କା
- ଡେରାଡୁନ-65 ରୁ 70ଟଙ୍କା
- ତାମିଲନାଡୁ-55ଟଙ୍କା
- ଚେନ୍ନାଇ-55 ରୁ 60ଟଙ୍କା
- ଦିଲ୍ଲୀ-60-80ଟଙ୍କା
- ହାଇଦ୍ରାବାଦ-36ଟଙ୍କା
- ହାଇଦ୍ରାବାଦ ରିଟେଲ-41ରୁ 46ଟଙ୍କା
- ହାଇଦ୍ରାବାଦ -43 ରୁ 59ଟଙ୍କା
- ମୁମ୍ବାଇ-75 ରୁ 80ଟଙ୍କା
- ବେଙ୍ଗାଲୁର-60ଟଙ୍କା
- ଗୁରୁଗ୍ରାମ-80 ଟଙ୍କା
- ପାଟଣା-70ଟଙ୍କା
- ଓଡିଶା-50 ଟଙ୍କା
- କୋଲକାତା-70ଟଙ୍କା