ଜୟପୁର: ପୁଣି ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ରାଜସ୍ଥାନର ଅଲୱାରର 85 ବର୍ଷୀୟ କୋରୋନା ଆକ୍ରାନ୍ତଙ୍କ ଗୁରୁବାର ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ଥାନ ସ୍ବାସ୍ଥ୍ୟ ବିଭାଗ ମୁଖ୍ୟ ସଚିବ ରୋହିତ କୁମାର ସିଂ ।
ରାଜସ୍ଥାନରେ 85 ବର୍ଷୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ - ରାଜସ୍ଥାନ କୋରୋନା ନ୍ୟୁଜ
ରାଜସ୍ଥାନର ଅଲୱାରର 85 ବର୍ଷୀୟ କୋରୋନା ଆକ୍ରାନ୍ତଙ୍କ ଗୁରୁବାର ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ଥାନ ସ୍ବାସ୍ଥ୍ୟ ବିଭାଗ ମୁଖ୍ୟ ସଚିବ ରୋହିତ କୁମାର ସିଂ ।

ରାଜସ୍ଥାନରେ 85 ବର୍ଷୀୟ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ତେବେ ଆକ୍ରାନ୍ତ ଜଣଙ୍କ ଗତ କିଛି ଦିନ ତଳେ ମେଡିକାଲରେ ଚିକିତ୍ସିତ ହେଉଥିଲେ । ମାତ୍ର ଗୁରୁବାର ମସ୍ତିସ୍କ ଆଘାତ(ବ୍ରେନ ଷ୍ଟ୍ରୋକ)ରେ ତାଙ୍କର ମୃତ୍ୟୁ ଘଟିଛି । ପ୍ରକାଶ ଥାଉକି, ଭାରତରେ ବର୍ତ୍ତମାନ ସୁଦ୍ଧା 1965 କୋରୋନା ଆକ୍ରାନ୍ତ ଥିବାବେଳେ 50 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।