ସିମଲା: ହିମାଚଳ ପ୍ରଦେଶ ବଡ୍ଡିରେ ଥିବା ପିଡିଲାଇଟ୍ ଉଦ୍ୟୋଗ ୟୁନିଟ୍-2 ରେ ରାସାୟନିକ ଟାଙ୍କିରେ ବିସ୍ଫୋରଣ ହୋଇଛି । ଏହି ବିସ୍ପୋରଣରେ 5ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।
ରସାୟନିକ ଟାଙ୍କିରେ ବିସ୍ପୋରଣ, ଜଣେ ମୃତ 5 ଗୁରୁତର - chemical factory in baddi
ହିମାଚଳ ପ୍ରଦେଶରେ ବଡ୍ଡିରେ ଥିବା ପିଡିଲାଇଟ୍ ଉଦ୍ୟୋଗ ୟୁନିଟ୍-2 ରେ ରାସାୟନିକ ଟାଙ୍କିରେ ବିସ୍ଫୋରଣ ହୋଇଛି । ଏହି ବିସ୍ପୋରଣରେ 5ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

ରସାୟନିକ ଟାଙ୍କିରେ ବିସ୍ପୋରଣ
ଆହତ 5 ଜଣଙ୍କ ମଧ୍ୟରୁ 4ଜଣଙ୍କୁ ପିଜିଆଇ ଓ ଜଣଙ୍କୁ ନାଲାଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗ୍ୟାସ ଲିକ୍ ହେବା କାରଣରୁ ନିକଟରେ ଥିବା ଜଣେ ପ୍ରବାସୀ ଯୁବକଙ୍କର ନିଶ୍ବାସ ବନ୍ଦ ହୋଇ ମୃତ୍ୟୁ ହୋଇଛି ।