ରାୟପୁର: ଛତିଶଗଡ ସୁକମା ଦବାକୋଣ୍ଟରେ ଡିଆରଜିଙ୍କ ଏନକାଉଣ୍ଟର । ଜଣେ ନକ୍ସଲର ମୃତ୍ୟୁ ଘଟିଛି । ଏହାସହ ଇନସାସ ରାଇଫଲ ମଧ୍ୟ ଜବତ କରାଯାଇଛି ।
ସୁକମାରେ ଏନକାଉଣ୍ଟର, ଜଣେ ନକ୍ସଲ ମୃତ - DRG
ଛତିଶଗଡ ସୁକମାରେ ଡିଆରଜିଙ୍କ ଏନକାଉଣ୍ଟର । ଜଣେ ନକ୍ସଲ ମୃତ । ଇନସାସ ରାଇଫଲ ଜବତ ।

ପ୍ରତିକାତ୍ମକ ଫଟୋ
ଦବାକୋଣ୍ଟାରେ ଏସଟିଏଫ, ଡିଆରଜି ଯବାନ ଓ କୋବ୍ରା ବାଟାଲିଆନଙ୍କ ସର୍ଚ୍ଚ ଅପରେସନ ଚାଲିଥିଲା । ସେହି ସମୟର ଏନକାଉଣ୍ଟର କରିଥିଲେ ଡିଆରଜି ଯବାନ । ଫଳରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା ।