ପାଲଘର: ମହାରାଷ୍ଟ୍ର ପାଲଘର କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣା। ଏଥିରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ପାଲଘର କେମିକାଲ ଫ୍ୟାକ୍ର୍ଟି ଅଗ୍ନିକାଣ୍ଡ ଘଟଣା, ମୃତ୍ୟୁ ସଂଖ୍ୟା 2 କୁ ବୃଦ୍ଧି - ପାଲଘର କେମିକାଲ ଫ୍ୟାକ୍ର୍ଟି
ପାଲଘର କେମିକାଲ ଫ୍ୟାକ୍ର୍ଟି ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 2କୁ ବୃଦ୍ଧି। ଘଟଣା ସମୟରେ ଫ୍ୟାକ୍ର୍ଟିରେ 20 ଜଣ ଲୋକ କାମ କରୁଥିଲେ ବୋଲି ପାଲଘର ଜିଲ୍ଲାପାଳ କୈଳାଶ ସିନ୍ଧେ କହିଛନ୍ତି।
ପାଲଘର କେମିକାଲ ଫ୍ୟାକ୍ର୍ଟି ଅଗ୍ନିକାଣ୍ଡ ଘଟଣା, ମୃତ୍ୟୁ ସଂଖ୍ୟା 2 କୁ ବୃଦ୍ଧି
ପୂର୍ବରୁ ଗଣମାଧ୍ୟମର ଖବର ମୁତାବକ, ଅଗ୍ନିକାଣ୍ଡ ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଥିଲେ। ବର୍ତ୍ତମାନ ମୃତ୍ୟୁ ସଂଖ୍ୟା 2ରେ ପହଁଞ୍ଚିଛି। ଏହି ଘଟଣାଟି ବୋଏସର ମ୍ୟୁନସିପାଲଟି ଅଞ୍ଚଳରେ ଘଟିଛି।
ଏହି ଫ୍ୟାକ୍ର୍ଟିରେ ଘଟଣା ସମୟରେ 20 ଜଣ ଲୋକ କାମ କରୁଥିଲେ ବୋଲି ପାଲଘର ଜିଲ୍ଲାପାଳ କୈଳାଶ ସିନ୍ଧେ କହିଛନ୍ତି।