ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ନିର୍ମାଣଧୀନ କୋଠା ଭୁଶୁଡି ଜଣେ ଆହତ, ସର୍ଚ୍ଚ ଅପରେସନ ଜାରି - ଜାତୀୟ ରାଜଧାନୀରେ ଭୁଶୁଡିଲା ନିର୍ମାଣଧୀନ କୋଠା

ଜାତୀୟ ରାଜଧାନୀରେ ଭୁଶୁଡିଲା ନିର୍ମାଣଧୀନ କୋଠା। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଁଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।

ଦିଲ୍ଲୀରେ ଭୁଶୁଡିଲା ନିର୍ମାଣଧୀନ କୋଠା, ଜଣେ ଆହତ
ଦିଲ୍ଲୀରେ ଭୁଶୁଡିଲା ନିର୍ମାଣଧୀନ କୋଠା, ଜଣେ ଆହତ

By

Published : Sep 21, 2020, 9:40 AM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଭୁଶୁଡିଲା ନିର୍ମାଣଧୀନ କୋଠା। ଏଭଳି ଅଭାବନୀୟ ଘଟଣା ଘଟିଛି ଚାନ୍ଦନୀଚୌକ ଅଞ୍ଚଳର ସୀତାରାମ ବଜାରରେ। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।

ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଁଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ଅଧିକ ଖବର ପାଇଁ ଅପେକ୍ଷା କରାଯାଇଛି।

ABOUT THE AUTHOR

...view details